ପ୍ରେରିତ 2:18 - ଓଡିଆ ବାଇବେଲ18 ହଁ, ସେହି କାଳରେ ଅାମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ । Viz kapitolaପବିତ୍ର ବାଇବଲ (Re-edited) - (BSI)18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ। Viz kapitolaପବିତ୍ର ବାଇବଲ (CL) NT (BSI)18 ହଁ, ମୋ’ ସେବକ ସେବିକାମାନଙ୍କ ଉପରେ ସେତେବେଳେ ମୁଁ ମୋର ଆତ୍ମା ଢାଳି ଦେବି ସେମାନେ ମୋର ବାର୍ତ୍ତା ଘୋଷଣା କରିବେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ। Viz kapitolaପବିତ୍ର ବାଇବଲ18 ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି, ସେମାନେ ଭବିଷ୍ୟଦ୍ବାଣୀ କହିବେ। Viz kapitola |