ପ୍ରେରିତ 19:3 - ଓଡିଆ ବାଇବେଲ3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ । Viz kapitolaପବିତ୍ର ବାଇବଲ (Re-edited) - (BSI)3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ। Viz kapitolaପବିତ୍ର ବାଇବଲ (CL) NT (BSI)3 ପାଉଲ ପଚାରିଲେ, “ତାହାହେଲେ ତୁମେ କେଉଁ ପ୍ରକାର ଜଳଦୀକ୍ଷା ଗ୍ରହଣ କରିଛ?” ସେମାନେ ଉତ୍ତର ଦେଲେ: "ଯୋହନଙ୍କ ଜଳଦୀକ୍ଷା" Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ। Viz kapitolaପବିତ୍ର ବାଇବଲ3 ସେ ପୁଣି ପଗ୍ଭରିଲେ, “ତେବେ ତୁମ୍ଭେମାନେ କେଉଁଥିରେ ବାପ୍ତିଜିତ ହୋଇଥିଲ?” ସେମାନେ କହିଲେ, “ବାପ୍ତିଯୋକ ଯୋହନ ଯେଉଁ ବାପ୍ତିସ୍ମ ବିଷୟ ଶିକ୍ଷା ଦେଇଥିଲେ।” Viz kapitola |