ପ୍ରେରିତ 17:19 - ଓଡିଆ ବାଇବେଲ19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କ'ଣ ବୋଲି ଆମ୍ଭେମାନେ ଜାଣି ପାରିବା କି ? Viz kapitolaପବିତ୍ର ବାଇବଲ (Re-edited) - (BSI)19 ପରେ ସେମାନେ ତାଙ୍କୁ ଆରୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କʼଣ ବୋଲି ଆମ୍ଭେମାନେ ଜାଣି ପାରିବା କି? Viz kapitolaପବିତ୍ର ବାଇବଲ (CL) NT (BSI)19 ସେଥିପାଇଁ ସେମାନେ ପାଉଲଙ୍କୁ ଧରିନେଲେ ଓ ତାଙ୍କୁ ଏରୀୟ ପାଗସ୍ ନାମକ ପୌର ସଭାକୁ ଆଣି କହିଲେ, “ଆପଣ ଯେଉଁ ନୂତନ ଶିକ୍ଷା ସମ୍ବନ୍ଧରେ କହୁଛନ୍ତି, ସେ ବିଷୟରେ ଆମେ ଜାଣିବାକୁ ଚାହୁଁ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି? Viz kapitolaପବିତ୍ର ବାଇବଲ19 ସେମାନେ ପାଉଲଙ୍କୁ ଆରୟପାଗ ସଭା ପାଖକୁ ନେଇଗଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ’ଣ, ତାହା ଆମ୍ଭେ ଜାଣି ପାରିବୁ କି? Viz kapitola |