Online Bible

- Reklamy -




ପ୍ରେରିତ 16:38 - ଓଡିଆ ବାଇବେଲ

38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ,ଏହା ଶୁଣି ଲୋକମାନେ ଭୟ କଲେ,

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହିସମସ୍ତ କଥା ଜଣାଇଲେ, ପୁଣି ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ସେମାନେ ଭୟ କଲେ,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

38 ସିପାହୀମାନେ ରୋମୀୟ କର୍ତ୍ତୃପକ୍ଷମାନଙ୍କୁ ଏହି କଥା ଜଣାଇଲେ। ପାଉଲ ଓ ଶୀଲା ରୋମୀୟ ନାଗରିକ ବୋଲି ଶୁଣି ସେମାନେ ଭୟଭୀତ ହେଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ,

Viz kapitola kopírovat

ପବିତ୍ର ବାଇବଲ

38 ସେମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡରିଗଲେ।

Viz kapitola kopírovat




ପ୍ରେରିତ 16:38

Následuj nás:

Reklamy


Reklamy