Online Bible

- Reklamy -




ପ୍ରେରିତ 15:17 - ଓଡିଆ ବାଇବେଲ

17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୂଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

17 ଯେପରି ଅବଶିଷ୍ଟ ଲୋକେ ଓ ଯେସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ଵେଷଣ କରନ୍ତି, ସର୍ବସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।”

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

17 ସମଗ୍ର ମାନବ ଜାତି ମୋ’ ନିକଟକୁ ଆସିବେ, ଯେଉଁ ଅଣଇହୁଦୀମାନଙ୍କୁ ମୁଁ ଆପଣାର କରିବା ପାଇଁ ଆହ୍ୱାନ କରିଛି, ସେମାନେ ସମସ୍ତେ ମୋର ଆନୁଗତ୍ୟ ସ୍ୱୀକାର କରିବେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।

Viz kapitola kopírovat

ପବିତ୍ର ବାଇବଲ

17 ପ୍ରଭୁ ଏହି କଥା କହନ୍ତି, ଅବଶିଷ୍ଟ ମାନବଜାତି ଓ ଅନ୍ୟ ଜାତୀୟ ଲୋକମାନେ, ଯେଉଁମାନେ ମୋ’ ନାମରେ ପରିଚିତ ହୁଅନ୍ତି, ସେମାନେ ମୋତେ ଖୋଜିବେ। ଯେଉଁ ପ୍ରଭୁ ଏହି ସମସ୍ତ ଘଟଣା ଘଟାନ୍ତି, ସେ ସ୍ୱୟଂ ଏହା କହିଅଛନ୍ତି।

Viz kapitola kopírovat




ପ୍ରେରିତ 15:17

Následuj nás:

Reklamy


Reklamy