ପ୍ରେରିତ 15:16 - ଓଡିଆ ବାଇବେଲ16 ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା, Viz kapitolaପବିତ୍ର ବାଇବଲ (Re-edited) - (BSI)16 “ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ ଆବାସ ପୁନଃ ନିର୍ମାଣ କରିବା, ପୁଣି ତାହାର ଧ୍ଵଂସସ୍ଥାନସବୁ ପୁନଃ ନିର୍ମାଣ କରି ତାହା ପୁନଃସ୍ଥାପନ କରିବା, Viz kapitolaପବିତ୍ର ବାଇବଲ (CL) NT (BSI)16 ‘ପ୍ରଭୁ କହନ୍ତି, ଏହା ପରେ ମୁଁ ଫେରି ଆସିବି। ଓ ଦାଉଦଙ୍କ ରାଜ୍ୟର ପୁନରୁଦ୍ଧାର କରିବି। ମୁଁ ତାହାର ଧ୍ୱଂସାବଶେଷ ସବୁ ପୁନଃନିର୍ମାଣ କରି ତାହାକୁ ଆଉ ଥରେ ବଳିଷ୍ଠ କରିବି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 “‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା, ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି ତାହା ପୁନଃସ୍ଥାପନ କରିବା, Viz kapitolaପବିତ୍ର ବାଇବଲ16 ‘ଏହା ପରେ ମୁଁ ପୁନର୍ବାର ଫେରି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହୋଇଯାଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରିଦେବି। Viz kapitola |