ପ୍ରେରିତ 13:32 - ଓଡିଆ ବାଇବେଲ32 ଆଉ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ, Viz kapitolaପବିତ୍ର ବାଇବଲ (Re-edited) - (BSI)32 ଆଉ, ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ, Viz kapitolaପବିତ୍ର ବାଇବଲ (CL) NT (BSI)32-33 ପୁଣି ଆମେ ଏଠାରେ ତୁମ୍ଭମାନଙ୍କୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ଉପସ୍ଥିତ। ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ରକ୍ଷା କରିଛନ୍ତି। ସେମାନଙ୍କ ବଂଶଧର ଆମ ପାଇଁ ଯୀଶୁଙ୍କୁ ପୁନର୍ଜୀବିତ କରିବା ଦ୍ୱାରା ସେ ତାହା ସାଧନ କରିଛନ୍ତି। ଗୀତସଂହିତାର ଦ୍ୱିତୀୟ ଗୀତରେ ଏ କଥାକୁ ଉପଲକ୍ଷ୍ୟ କରି ଲେଖାଯାଇଛି: ‘ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହୋଇଛି’ Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT32 ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ, Viz kapitolaପବିତ୍ର ବାଇବଲ32 “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। Viz kapitola |