ପ୍ରେରିତ 12:13 - ଓଡିଆ ବାଇବେଲ13 ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା । Viz kapitolaପବିତ୍ର ବାଇବଲ (Re-edited) - (BSI)13 ସେ ବାହାର ଦ୍ଵାରରେ ମାରନ୍ତେ, ରୋଦା ନାମରେ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା। Viz kapitolaପବିତ୍ର ବାଇବଲ (CL) NT (BSI)13 ପିତର ବାହାର କବାଟରେ ଆଘାତ କଲେ, ରୋଦା ନାମ୍ନୀ ଜଣେ ଦାସୀ କବାଟ ଖୋଲିବାକୁ ଆସିଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା। Viz kapitolaପବିତ୍ର ବାଇବଲ13 ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଗ୍ଭକରାଣୀ କବାଟ ଖୋଲିବାକୁ ଆସିଲା। Viz kapitola |