୩ ଯୋହନ 1:5 - ଓଡିଆ ବାଇବେଲ5 ପ୍ରିୟ ବନ୍ଧୁ, ତୁମ୍ଭେ ଭ୍ରାତୃଗଣ, ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ । Viz kapitolaପବିତ୍ର ବାଇବଲ (Re-edited) - (BSI)5 ପ୍ରିୟ ବନ୍ଧୁ, ତୁମ୍ଭେ ଭ୍ରାତୃଗଣ, ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ଵସ୍ତ ଭାବରେ କରୁଅଛ। Viz kapitolaପବିତ୍ର ବାଇବଲ (CL) NT (BSI)5 ପ୍ରିୟ ବନ୍ଧୁ, ଖ୍ରୀଷ୍ଟୟାନ ପ୍ରତି, ଏପରି କି ସେମାନେ ଅପରିଚିତ ହୋଇଥିଲେ ସୁଦ୍ଧା, ସେମାନଙ୍କ ପ୍ରତି ତୁମେ ଅତି ବିଶ୍ୱସ୍ତ ଆଚରଣ କରୁଛ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ପ୍ରିୟ ବନ୍ଧୁ, ତୁମ୍ଭେ ଆପଣା ଭ୍ରାତୃଗଣ ପ୍ରତି ଏବଂ ବିଶେଷତଃ ବିଦେଶୀ ଭ୍ରାତୃଗଣ ପ୍ରତି ଯାହା କରୁଅଛ, ତାହା ବିଶ୍ୱସ୍ତ ଭାବରେ କରୁଅଛ। Viz kapitolaପବିତ୍ର ବାଇବଲ5 ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ। Viz kapitola |