Online Bible

- Reklamy -




2 ଶାମୁୟେଲ 19:20 - ଓଡିଆ ବାଇବେଲ

20 କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋ’ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

20 କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋʼ ପ୍ରଭୁ ମହାରାଜାଙ୍କୁ ଭେଟିବା ପାଇଁ ଆସିଲି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋʼ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି।”

Viz kapitola kopírovat

ପବିତ୍ର ବାଇବଲ

20 ଆପଣ ଜାଣନ୍ତି ଯେ ମୁଁ ପାପ କରିଛି। ଯେଉଁଥିପାଇଁ ଯୋଷେଫଙ୍କର ବଂଶରୁ ମୁଁ ପ୍ରଥମ ବ୍ୟକ୍ତି, ମୁଁ ଆଜି ମୋର ପ୍ରଭୁ ମହାରାଜାଙ୍କୁ ଭେଟିବାକୁ ଆସିଲି।”

Viz kapitola kopírovat




2 ଶାମୁୟେଲ 19:20

Následuj nás:

Reklamy


Reklamy