2 ରାଜାବଳୀ 8:10 - ଓଡିଆ ବାଇବେଲ10 ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।” Viz kapitolaପବିତ୍ର ବାଇବଲ (Re-edited) - (BSI)10 ତହିଁରେ ଇଲୀଶାୟ ତାହାକୁ କହିଲେ, ତୁମ୍ଭେ ଯାଇ ତାହାକୁ କୁହ, ତୁମ୍ଭେ ଅବଶ୍ୟ ମୁକ୍ତ ହେବ; ତଥାପି ସଦାପ୍ରଭୁ ମୋତେ ଜଣାଇଅଛନ୍ତି ଯେ, ସେ ଅବଶ୍ୟ ମରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।” Viz kapitolaପବିତ୍ର ବାଇବଲ10 ତହିଁରେ ଇଲୀଶାୟ କହିଲେ, “ଯାଅ, ବିନ୍ହଦଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’” Viz kapitola |