2 ରାଜାବଳୀ 19:33 - ଓଡିଆ ବାଇବେଲ33 ସଦାପ୍ରଭୁ କହନ୍ତି, ‘ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରି ଯିବ, ଓ ସେ ଏହି ନଗରକୁ ଆସିବ ନାହିଁ। Viz kapitolaପବିତ୍ର ବାଇବଲ (Re-edited) - (BSI)33 ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରି ଯିବ ଓ ସେ ଏହି ନଗରକୁ ଆସିବ ନାହିଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ, ଓ ସେ ଏହି ନଗରକୁ ଆସିବ ନାହିଁ। Viz kapitolaପବିତ୍ର ବାଇବଲ33 ପୁଣି ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଥିଲା ସେହି ବାଟରେ ଫେରିଯିବ। ସେ ଏ ନଗରକୁ ଆସିବ ନାହିଁ। Viz kapitola |