Online Bible

- Reklamy -




୨ କରିନ୍ଥୀୟ 8:15 - ଓଡିଆ ବାଇବେଲ

15 ଯେପରି ଲେଖା ଅଛି, "ଯେ ଅଧିକ ସଂଗ୍ରହ କଲା,ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ '' ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

15 ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।”

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

15 ଧର୍ମଶାସ୍ତ୍ରରେ ଉଲ୍ଲଖ ଅଛି: “ଯେ ବେଶୀ ସଂଗ୍ରହ କଲା, ତା’ର କିଛି ବଳିଲା ନାହିଁ। ଅଳ୍ପ ସଂଗ୍ରହ କଲା, ତା’ର ଅଭାବ ହେଲା ନାହିଁ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଶାସ୍ତ୍ରରେ ଯେପରି ଲେଖାଅଛି, “ଯେ ଅଧିକ ସଂଗ୍ରହ କଲା, ତାହାର ବଳିଲା ନାହିଁ, ଆଉ ଯେ ଅଳ୍ପ ସଂଗ୍ରହ କଲା, ତାହାର ଅଭାବ ହେଲା ନାହିଁ।”

Viz kapitola kopírovat

ପବିତ୍ର ବାଇବଲ

15 ଶାସ୍ତ୍ରରେ ମଧ୍ୟ ଲେଖାଅଛି: “ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ, ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।”

Viz kapitola kopírovat




୨ କରିନ୍ଥୀୟ 8:15

Následuj nás:

Reklamy


Reklamy