୨ କରିନ୍ଥୀୟ 12:3 - ଓଡିଆ ବାଇବେଲ3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ୱର ଜାଣନ୍ତି) । Viz kapitolaପବିତ୍ର ବାଇବଲ (Re-edited) - (BSI)3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ଵର ଜାଣନ୍ତି)। Viz kapitolaପବିତ୍ର ବାଇବଲ (CL) NT (BSI)3 ମୁଁ ଜାଣେ, ତାଙ୍କୁ ସ୍ୱର୍ଗୋଦ୍ୟାନକୁ ନିଆଯାଇଈଥିଲା (ଏହା ପ୍ରକୃତରେ ଘଟିଥିଲା କିମ୍ବା ସେ ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେନା, କେବଳ ଈଶ୍ୱର ଜାଣନ୍ତି)। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)। Viz kapitolaପବିତ୍ର ବାଇବଲ3 ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ୱଦେହରେ କି ଦେହରହିତ ହୋଇ, ତାହା ମୁଁ ଜାଣେ ନାହିଁ, ପରମେଶ୍ୱର ଜାଣନ୍ତି)। Viz kapitola |