୨ କରିନ୍ଥୀୟ 11:1 - ଓଡିଆ ବାଇବେଲ1 ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ ! ହଁ, ତୁମ୍ଭେମାନେ ତ ମୋ' ପ୍ରତି ସହିଷ୍ଣୁ । Viz kapitolaପବିତ୍ର ବାଇବଲ (Re-edited) - (BSI)1 ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କର; ! ହଁ, ତୁମ୍ଭେମାନେ ତ ମୋʼଣପ୍ରତି ସହିଷ୍ଣୁ। Viz kapitolaପବିତ୍ର ବାଇବଲ (CL) NT (BSI)1 ମୁଁ ଚାହେଁ, କୌଣସି ବିଷୟେ ଟିକିଏ ନିର୍ବୋଧ ହେଲେ ମଧ୍ୟ ତୁମ୍ଭେମାନେ ମୋତେ ସହ୍ୟ କରିବ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ତୁମ୍ଭେମାନେ ଯଦି ମୋହର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ! ହଁ, ତୁମ୍ଭେମାନେ ତ ମୋʼ ପ୍ରତି ସହିଷ୍ଣୁ। Viz kapitolaପବିତ୍ର ବାଇବଲ1 ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ। Viz kapitola |