2 ବଂଶାବଳୀ 6:1 - ଓଡିଆ ବାଇବେଲ1 ତହୁଁ ଶଲୋମନ କହିଲେ, ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି। Viz kapitolaପବିତ୍ର ବାଇବଲ (Re-edited) - (BSI)1 ତହୁଁ ଶଲୋମନ କହିଲେ, ସଦାପ୍ରଭୁ ଘୋର ଅନ୍ଧକାରରେ ବାସ କରିବେ ବୋଲି କହିଅଛନ୍ତି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି। Viz kapitolaପବିତ୍ର ବାଇବଲ1 ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ। Viz kapitola |