1 ଶାମୁୟେଲ 26:9 - ଓଡିଆ ବାଇବେଲ9 ଏଥିରେ ଦାଉଦ ଅବୀଶୟକୁ କହିଲେ, ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ ? Viz kapitolaପବିତ୍ର ବାଇବଲ (Re-edited) - (BSI)9 ଏଥିରେ ଦାଉଦ ଅବୀଶୟକୁ କହିଲେ, ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଏଥିରେ ଦାଉଦ ଅବୀଶୟକୁ କହିଲେ, “ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ?” Viz kapitolaପବିତ୍ର ବାଇବଲ9 କିନ୍ତୁ ଦାଉଦ ଅବୀଶୟକୁ କହିଲେ, “ଶାଉଲଙ୍କୁ ମାର ନାହିଁ। ଯେକୌଣସି ଲୋକ ଯେବେ ସଦାପ୍ରଭୁଙ୍କ ଦ୍ୱାରା ବଛା ଯାଇଥିବା ରାଜାଙ୍କୁ ବଧ କରିବ ତାଙ୍କୁ ପ୍ରଭୁ ଦଣ୍ତ ଦେବେ। Viz kapitola |