୧ ଯୋହନ 5:6 - ଓଡିଆ ବାଇବେଲ6 ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ; ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ । Viz kapitolaପବିତ୍ର ବାଇବଲ (Re-edited) - (BSI)6 ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ; Viz kapitolaପବିତ୍ର ବାଇବଲ (CL) NT (BSI)6 ସେହି ଯୀଶୁ ଖ୍ରୀଷ୍ଟ ଜଳଦୀକ୍ଷା ଦ୍ୱାରା ତାଙ୍କ ଜୀବନର କାର୍ଯ୍ୟ ଆରମ୍ଭ କରିଥିଲେ, ପୁଣି ନିଜର ରକ୍ତ ଦ୍ୱାରା ମନୁଷ୍ୟର ପରିତ୍ରାଣ ସାଧନ କଲେ। କେବଳ ଜଳଦୀକ୍ଷା ଗ୍ରହଣ କରି ସେ ଆସି ନ ଥିଲେ, ଜଳ ଓ ରକ୍ତ ଉଭୟର ଜୀବନୀ ଶକ୍ତି ନେଇ ସେ ଆସିଥିଲେ। ଏହି କଥାର ସତ୍ୟତା ନିଜେ ପରମାତ୍ମା ପ୍ରାଣିତ କରିଛନ୍ତି; କାରଣ ପରମାତ୍ମା ହିଁ ସତ୍ୟ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ; Viz kapitolaପବିତ୍ର ବାଇବଲ6 ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ। Viz kapitola |