୧ କରିନ୍ଥୀୟ 16:13 - ଓଡିଆ ବାଇବେଲ13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ । Viz kapitolaପବିତ୍ର ବାଇବଲ (Re-edited) - (BSI)13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ଵାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ। Viz kapitolaପବିତ୍ର ବାଇବଲ (CL) NT (BSI)13 ତୁମ୍ଭେମାନେ ଜାଗି ରୁହ, ବିଶ୍ୱାସରେ ଦୃଢ଼ ହୁଅ, ସାହସୀ ଏବଂ ବଳବାନ ହୁଅ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ। Viz kapitolaପବିତ୍ର ବାଇବଲ13-14 ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର। Viz kapitola |