୧ କରିନ୍ଥୀୟ 15:46 - ଓଡିଆ ବାଇବେଲ46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ । Viz kapitolaପବିତ୍ର ବାଇବଲ (Re-edited) - (BSI)46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ। Viz kapitolaପବିତ୍ର ବାଇବଲ (CL) NT (BSI)46 ପ୍ରାରମ୍ଭରୁ ଆତ୍ମିକ ବିଷୟ ନ ଥିଲା। ପ୍ରଥମେ ଯାହା ଥିଲା ପ୍ରାକୃତିକ - ତା’ପରେ ଆସିଲା ଆତ୍ମିକ ବିଷୟ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ, କିନ୍ତୁ ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ। Viz kapitolaପବିତ୍ର ବାଇବଲ46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ। Viz kapitola |