୧ କରିନ୍ଥୀୟ 15:44 - ଓଡିଆ ବାଇବେଲ44 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ । ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି । Viz kapitolaପବିତ୍ର ବାଇବଲ (Re-edited) - (BSI)44 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀର ସୁଦ୍ଧା ଅଛି। Viz kapitolaପବିତ୍ର ବାଇବଲ (CL) NT (BSI)44 ସମାଧି ପାଉଥିବା ଶରୀର ଅସୁନ୍ଦର ଓ ଦୁର୍ବଳ। କିନ୍ତୁ ପୁନରୁତ୍ôଥତ ଶରୀର ସୁନ୍ଦର ଓ ଶକ୍ତିମାନ। ସମାଧି ଦିଆଯିବାବେଳେ ଶରୀର ପ୍ରାକୃତିକ ଥାଏ; କିନ୍ତୁ ପୁନରୁଜ୍ଜୀବିତ ହେବାବେଳେ, ତାହା ହେବ ଆତ୍ମିକ। ପ୍ରାକୃତିକ ଶରୀରର ଅସ୍ତିତ୍ୱ ଥିବାରୁ, ଆତ୍ମିକ ଶରୀର ସମ୍ଭବ ହେଉଛି। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT44 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀରସୁଦ୍ଧା ଅଛି। Viz kapitolaପବିତ୍ର ବାଇବଲ44 ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତା'ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। Viz kapitola |