1 ବଂଶାବଳୀ 1:50 - ଓଡିଆ ବାଇବେଲ50 ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)50 ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାୟୀ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ୍, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT50 ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ। Viz kapitolaପବିତ୍ର ବାଇବଲ50 ବାଲ୍ହାନନଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦଙ୍କର ନଗରର ନାମ ଥିଲା ପାୟୀ। ହଦଦଙ୍କ ସ୍ତ୍ରୀଙ୍କର ନାମ ଥିଲା ମହେଟବେଲ୍। ମହେଟବେଲ୍ ମଟ୍ରେଦରଙ୍କ କନ୍ୟା ଥିଲେ। ମଟ୍ରେଦର ମେଷାହବଙ୍କର କନ୍ୟା ଥିଲେ। Viz kapitola |