Online Bible

- Reklamy -




1 ବଂଶାବଳୀ 1:44 - ଓଡିଆ ବାଇବେଲ

44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

44 ଆଉ ବେଲା ମଲେ, ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ।

Viz kapitola kopírovat

ପବିତ୍ର ବାଇବଲ

44 ବେଲାଙ୍କର ମୃତ୍ୟୁ ହୁଅନ୍ତେ, ସେରହଙ୍କର ପୁତ୍ର ଯୋବବ୍ ନୂତନ ରାଜା ହେଲେ। ଯୋବବ୍ ବସ୍ରାରୁ ଆସିଥିଲେ।

Viz kapitola kopírovat




1 ବଂଶାବଳୀ 1:44

Následuj nás:

Reklamy


Reklamy