ରତର ବିବରଣ 1:15 - ପବିତ୍ର ବାଇବଲ15 ନୟମୀ କହିଲା, “ଦେଖ, ତୁମ୍ଭର ଯାଆ ତା'ର ନିଜର ଲୋକମାନଙ୍କ ନିକଟକୁ ପୁଣି ଆପଣା ଦେବତାମାନଙ୍କ ନିକଟକୁ ଫେରିଗଲେ। ତୁମ୍ଭେ ମଧ୍ୟ ସେହିପରି କରିବା ଉଚିତ୍।” Viz kapitolaପବିତ୍ର ବାଇବଲ (Re-edited) - (BSI)15 ସେ ତାକୁ କହିଲା, ଦେଖ, ତୁମ୍ଭର ଜାଆ ଆପଣା ଲୋକମାନଙ୍କ ଓ ଆପଣା ଦେବତା ନିକଟକୁ ଫେରି ଗଲା, ତୁମ୍ଭେ ହିଁ ଆପଣା ଜାଆ ପଛେ ଫେରି ଯାଅ। Viz kapitolaଓଡିଆ ବାଇବେଲ15 ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରି ଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରି ଯାଅ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।” Viz kapitola |