ରୋମୀୟ 2:28 - ପବିତ୍ର ବାଇବଲ28 ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ। Viz kapitolaପବିତ୍ର ବାଇବଲ (Re-edited) - (BSI)28 କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁନ୍ତ Viz kapitolaଓଡିଆ ବାଇବେଲ28 କାରଣ ବାହାରେ ଯେ ଯିହୂଦୀ, ସେ ଯିହୂଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ; Viz kapitolaପବିତ୍ର ବାଇବଲ (CL) NT (BSI)28 କେବଳ ଶାରୀରିକ ଭାବରେ ସୁନ୍ନତ ହୋଇ ଉପରକୁ ଇହୁଦୀ ବୋଲି ପରିଚିତ ହେଉଥିବା ଲୋକ ପ୍ରକୃତରେ ଇହୁଦୀ ନୁହେଁ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ; Viz kapitola |