ରୋମୀୟ 11:35 - ପବିତ୍ର ବାଇବଲ35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି? ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।” Viz kapitolaପବିତ୍ର ବାଇବଲ (Re-edited) - (BSI)35 ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାକୁ ପ୍ରତିଦାନ କରାଯିବ? Viz kapitolaଓଡିଆ ବାଇବେଲ35 ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାକୁ ପ୍ରତିଦାନ କରାଯିବ ? Viz kapitolaପବିତ୍ର ବାଇବଲ (CL) NT (BSI)35 କିଏ କଅଣ ଈଶ୍ୱରଙ୍କୁ ଏପରି କିଛି ଦେଇ ପାରିଛି, ଯାହାର ପ୍ରତିଦାନ ଈଶ୍ୱରଙ୍କୁ ଦେବାକୁ ପଡ଼ିଛି?” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 “ଅବା କିଏ ତାହାଙ୍କୁ ପ୍ରଥମରେ ଦାନ କରିଅଛି, ଆଉ ତାହାକୁ ପ୍ରତିଦାନ କରାଯିବ?” Viz kapitola |