Online Bible

- Reklamy -




ପ୍ରକାଶିତ 21:19 - ପବିତ୍ର ବାଇବଲ

19 ନଗରୀ କାନ୍ଥର ମୂଳଦୁଆ ପଥରରେ ବହୁମୂଲ୍ୟ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ୱିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ଯ୍ୟମଣି, ଚତୁର୍ଥଟି ମରକତମଣି ଥିଲା।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ଵିତୀୟ ନୀଳକାନ୍ତମଣିର, ତୃତୀୟ ବୈଦୂର୍ଯ୍ୟମଣିର, ଚତୁର୍ଥ ମରକତମଣିର,

Viz kapitola kopírovat

ଓଡିଆ ବାଇବେଲ

19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୂର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

19 ନଗରୀର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରର ଭିତ୍ତିମୂଳରେ ମଣିମାଣିକ୍ୟ ଖଚିତ ହୋଇଥିଲା - ପ୍ରଥମ ଭିତ୍ତିମୂଳରେ ଥିଲା ହୀରକ, ଦ୍ୱିତୀୟଟିରେ ଥିଲା ନୀଳକାନ୍ତ ମଣି, ତୃତୀୟଟିରେ ବୈଦୁର୍ଯ୍ୟ ମଣି, ଚତୁର୍ଥରେ ମରକତ ମଣି,

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୁର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର,

Viz kapitola kopírovat




ପ୍ରକାଶିତ 21:19

Následuj nás:

Reklamy


Reklamy