ହିତୋପଦେଶ 23:27 - ପବିତ୍ର ବାଇବଲ27 ବେଶ୍ୟା ହେଉଛି ଗଭୀର ଖାତ ତୁଲ୍ୟ। ଜଣେ ବ୍ୟଭିଗ୍ଭରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ୟ ଅଟେ। Viz kapitolaପବିତ୍ର ବାଇବଲ (Re-edited) - (BSI)27 କାରଣ ବେଶ୍ୟା ଗଭୀର ଖାତ, ପୁଣି ପର-ସ୍ତ୍ରୀ ସଙ୍କୀର୍ଣ୍ଣ କୂପ ଅଟେ। Viz kapitolaଓଡିଆ ବାଇବେଲ27 କାରଣ ବେଶ୍ୟା ଗଭୀର ଖାତ, ପୁଣି, ପରସ୍ତ୍ରୀ ସଙ୍କୀର୍ଣ୍ଣ କୂପ ଅଟେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 କାରଣ ବେଶ୍ୟା ଗଭୀର ଖାତ, ପୁଣି, ପରସ୍ତ୍ରୀ ସଂକୀର୍ଣ୍ଣ କୂପ ଅଟେ। Viz kapitola |