ମାର୍କ 9:26 - ପବିତ୍ର ବାଇବଲ26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” Viz kapitolaପବିତ୍ର ବାଇବଲ (Re-edited) - (BSI)26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟ; ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରି କି ଅଧିକାଂଶ କହିଲେ, ସେ ମରିଗଲା। Viz kapitolaଓଡିଆ ବାଇବେଲ26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା । Viz kapitolaପବିତ୍ର ବାଇବଲ (CL) NT (BSI)26-27 ପ୍ରେତାତ୍ମା ଚିକ୍ରାର କରି ବାଳକକୁ ଅଚେତ କରିଦେଲା ଏବଂ ତାକୁ ତଳେ କଚାଡ଼ି ଦେଇ ତା’ ଭିତରୁ ବାହାରି ଗଲା। ଅଚେତ ବାଳକଟି ଶବପରି ଦେଖାଗଲା ଏବଂ ସମସ୍ତେ କହିଲେ, “ସେ ମରିଯାଇଛି।” କିନ୍ତୁ ଯୀଶୁ ତା’ ହାତ ଧରି ତାକୁ ଉଠାଇଲେ ଏବଂ ସେ ଉଠି ଠିଆ ହେଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା। Viz kapitola |