ମାର୍କ 6:18 - ପବିତ୍ର ବାଇବଲ18 ଯୋହନ ହେରୋଦଙ୍କୁ କହିଥିଲେ, “ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।” Viz kapitolaପବିତ୍ର ବାଇବଲ (Re-edited) - (BSI)18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧି-ସଙ୍ଗତ ନୁହେଁ। Viz kapitolaଓଡିଆ ବାଇବେଲ18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ । Viz kapitolaପବିତ୍ର ବାଇବଲ (CL) NT (BSI)18 ତାଙ୍କୁ ବାରମ୍ବାର ଭର୍ତ୍ସନା କରି କହିଥିଲେ, “ଭ୍ରାତୃପତ୍ନୀକୁ ବିବାହ କରି ଆପଣ ଅନୁଚିତ କାର୍ଯ୍ୟ କରିଛନ୍ତି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ। Viz kapitola |