Online Bible

- Reklamy -




ମାର୍କ 5:42 - ପବିତ୍ର ବାଇବଲ

42 ତା'ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

42 ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ଵିତ ହୋଇଗଲେ।

Viz kapitola kopírovat

ଓଡିଆ ବାଇବେଲ

42 ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

42 ପିଲାଟି ତତ୍କ୍ଷଣାତ୍ ଉଠିପଡ଼ି ଚଲାବୁଲା କରିବାକୁ ଲାଗିଲା। (ସେତେବେଳେ ତା’ର ବୟସ ପ୍ରାୟ ବାର ବର୍ଷ)। ଏ ଘଟଣାରେ ସମସ୍ତେ ଆଚମ୍ବିତ ହୋଇଗଲେ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ଭିତ ହୋଇଗଲେ।

Viz kapitola kopírovat




ମାର୍କ 5:42

Následuj nás:

Reklamy


Reklamy