ମାର୍କ 5:28 - ପବିତ୍ର ବାଇବଲ28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)28 କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। Viz kapitolaଓଡିଆ ବାଇବେଲ28 କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । Viz kapitolaପବିତ୍ର ବାଇବଲ (CL) NT (BSI)28 ପଛକୁ ଆସି ଭାବୁଥିଲା, “ମୁଁ ଯଦି ତାଙ୍କ ବସ୍ତ୍ରକୁ ଟିକିଏ ଛୁଇଁ ଦେବି, ତେବେ ମୁଁ ସୁସ୍ଥ ହୋଇଯିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। Viz kapitola |