ମାର୍କ 4:31 - ପବିତ୍ର ବାଇବଲ31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। Viz kapitolaପବିତ୍ର ବାଇବଲ (Re-edited) - (BSI)31 ତାହା ଗୋଟିଏ ସୋରିଷଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, Viz kapitolaଓଡିଆ ବାଇବେଲ31 ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, Viz kapitolaପବିତ୍ର ବାଇବଲ (CL) NT (BSI)31 ତାହା ଗୋଟିଏ ସୋରିଷ ପରି। ସୋରିଷ ମଞ୍ଜିଟିଏ ଅତି କ୍ଷୁଦ୍ର ହେଲେ ସୁଦ୍ଧା, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, Viz kapitola |