ମାର୍କ 14:51 - ପବିତ୍ର ବାଇବଲ51 ଜଣେ ଯୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କେବଳ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସେହି ଲୋକମାନେ ଯୁବକକୁ ଧରିବାକୁ ଚେଷ୍ଟା କଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)51 କିନ୍ତୁ ଜଣେ ଯୁବା ଫୁଙ୍ଗା ଦେହରେ ଖଣ୍ତେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, Viz kapitolaଓଡିଆ ବାଇବେଲ51 କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, Viz kapitolaପବିତ୍ର ବାଇବଲ (CL) NT (BSI)51 ଜଣେ ଯୁବକ ଖଣ୍ଡିଏ ଚାଦର ଘୋଡ଼ାଇ ହୋଇ ଯୀଶୁଙ୍କ ପଛେ ପଛେ ଚାଲୁଥିଲା। ସେମାନେ ତାକୁ ମଧ୍ୟ ଧରିବାକୁ ଯିବାବେଳେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT51 କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ, Viz kapitola |