ମାର୍କ 14:28 - ପବିତ୍ର ବାଇବଲ28 କିନ୍ତୁ ମୁଁ ମୃତ୍ୟୁ ପରେ ପୁନରୁତ୍ଥିତ ହେବି। ତା'ପରେ ମୁଁ ଗାଲିଲୀକୁ ଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାରେ ଥିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)28 କିନ୍ତୁ ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି। Viz kapitolaଓଡିଆ ବାଇବେଲ28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି । Viz kapitolaପବିତ୍ର ବାଇବଲ (CL) NT (BSI)28 କିନ୍ତୁ ମୁଁ ପୁନରୁତ୍ଥିତ ହେବା ପରେ ତୁମ୍ଭମାନଙ୍କ ପୂର୍ବରୁ ଗାଲିଲୀକୁ ଯିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।” Viz kapitola |