Online Bible

- Reklamy -




ମାର୍କ 14:20 - ପବିତ୍ର ବାଇବଲ

20 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

20 ଯୀଶୁ ସେମାନଙ୍କୁ କହିଲେ, ଦ୍ଵାଦଶଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି।

Viz kapitola kopírovat

ଓଡିଆ ବାଇବେଲ

20 ଯୀଶୁ ସେମାନଙ୍କୁ କହିଲେ, ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋ' ସହିତ ପାତ୍ରରେ ହାତ ବୁଡ଼ାଉଅଛି ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

20 ଯୀଶୁ ଉତ୍ତର ଦେଲେ, “ତୁମ ବାର ଜଣ ଭିତରୁ ଜଣେ; ସେ ମୋ’ ସହିତ ଏକାପାତ୍ରରେ ରୋଟୀ ବୁଡ଼ାଇ ଖାଉଛି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି।

Viz kapitola kopírovat




ମାର୍କ 14:20

Následuj nás:

Reklamy


Reklamy