Online Bible

- Reklamy -




ମାର୍କ 13:35 - ପବିତ୍ର ବାଇବଲ

35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

35 ଅତଏବ, କାଳେ ଗୃହକର୍ତ୍ତା ଅକସ୍ମାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,

Viz kapitola kopírovat

ଓଡିଆ ବାଇବେଲ

35 ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

35 ସେହିପରି ମୁଁ ମଧ୍ୟ ତୁମକୁ ସାବଧାନ କରିବାକୁ କହୁଛି, କାରଣ ଗୃହ ସ୍ୱାମୀ କେବେ ଆସିବେ, ତୁମେ ଜାଣ ନାହିଁ - ସନ୍ଧ୍ୟାବେଳେ କିମ୍ବା ଅଧ ରାତିରେ, ଉଷା ପୂର୍ବରୁ କିମ୍ବା ସୂର୍ଯ୍ୟୋଦୟବେଳେ ସେ ଆସି ପାରନ୍ତି।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ଅତଏବ, କାଳେ ଗୃହକର୍ତ୍ତା ହଠାତ୍‍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,

Viz kapitola kopírovat




ମାର୍କ 13:35

Následuj nás:

Reklamy


Reklamy