Online Bible

- Reklamy -




ମାର୍କ 13:15 - ପବିତ୍ର ବାଇବଲ

15 ଯେଉଁ ଲୋକ ଘରର ଛାତ ଉପରେ ଥିବ, ସେ ଘର ଭିତରକୁ ଯାଇ କିଛି ହେଲେ ପାଇବାକୁ ତଳକୁ ନ ଆସିବା ଉଚିତ୍।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

15 ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଳାଇ ନ ଆସୁ ବା ଭିତରକୁ ନ ଯାଉ;

Viz kapitola kopírovat

ଓଡିଆ ବାଇବେଲ

15 ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

15 ଯେ ଛାତ ଉପରକୁ ଯାଇଛି, ଘର ଭିତରୁ କୌଣସି ଜିନିଷ ନେବା ପାଇଁ ସେ ଓହ୍ଲାଇ ଆସି ସମୟ ନଷ୍ଟ ନ କରୁ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;

Viz kapitola kopírovat




ମାର୍କ 13:15

Následuj nás:

Reklamy


Reklamy