Online Bible

- Reklamy -




ମାର୍କ 12:39 - ପବିତ୍ର ବାଇବଲ

39 ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;

Viz kapitola kopírovat

ଓଡିଆ ବାଇବେଲ

39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

39 ସେମାନଙ୍କୁ ଶିକ୍ଷା ଦେଲାବେଳେ ଯୀଶୁ କହିଲେ, “ଦୀର୍ଘ ପୋଷାକ ପିନ୍ଧି ହାଟ ବଜାରମାନଙ୍କରେ ଲୋକମାନଙ୍କଠାରୁ ସମ୍ମାନ ପାଉଥିବା ଏବଂ ସମାଜ ଗୃହ ଓ ଭୋଜୀମାନଙ୍କରେ ବିଶିଷ୍ଟ ସ୍ଥାନ ଅଧିକାର କରୁଥିବା ଧର୍ମଗୁରୁମାନଙ୍କ ପ୍ରତି ସତର୍କ ରୁହ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;

Viz kapitola kopírovat




ମାର୍କ 12:39

Následuj nás:

Reklamy


Reklamy