ମାର୍କ 12:21 - ପବିତ୍ର ବାଇବଲ21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। Viz kapitolaପବିତ୍ର ବାଇବଲ (Re-edited) - (BSI)21 ପରେ ଦ୍ଵିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, Viz kapitolaଓଡିଆ ବାଇବେଲ21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, Viz kapitolaପବିତ୍ର ବାଇବଲ (CL) NT (BSI)21 ମୃତବ୍ୟକ୍ତିର ବିଧବାକୁ ଦ୍ୱିତୀୟ ଭାଇ ବିବାହ କରି ସେ ମଧ୍ୟ ନିଃସନ୍ତାନ ହୋଇ ମରିଗଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, Viz kapitola |