ମାର୍କ 11:14 - ପବିତ୍ର ବାଇବଲ14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)14 ସେଥିରେ ଯୀଶୁ ତାହାକୁ କହିଲେ, ଆଉ କେବେ ହେଁ କେହି ତୋʼଠାରୁ ଫଳ ନ ଖାଉ। ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ। Viz kapitolaଓଡିଆ ବାଇବେଲ14 ସେଥିରେ ଯୀଶୁ ତାହାକୁ କହିଲେ, ଆଉ କଦାପି କେହି ତୋଠାରୁ ଫଳ ନ ଖାଉ । ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ । Viz kapitolaପବିତ୍ର ବାଇବଲ (CL) NT (BSI)14 ଯୀଶୁ ସେହି ଗଛକୁ ଚାହିଁ କହିଲେ, “ତୋ’ଠାରୁ ଆଉ କେହି କେବେ ଫଳ ଖାଇବାକୁ ପାଇବେ ନାହିଁ।” ଶିଷ୍ୟମାନେ ଏହା ଶୁଣିଲେ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ସେଥିରେ ଯୀଶୁ ତାହାକୁ କହିଲେ, “ଆଉ କଦାପି କେହି ତୋʼଠାରୁ ଫଳ ନ ଖାଉ।” ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ। Viz kapitola |