ମାଥିଉ 9:21 - ପବିତ୍ର ବାଇବଲ21 ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। Viz kapitolaଓଡିଆ ବାଇବେଲ21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । Viz kapitolaପବିତ୍ର ବାଇବଲ (CL) NT (BSI)21 ସେ ମନେ ମନେ ଭାବିଲା, “କେବଳ ତାଙ୍କର ପୋଷାକକୁ ଥରେ ଛୁଇଁ ପାରିଲେ, ମଁ ସଚସ୍ଥ ହୋଇଯିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। Viz kapitola |