ମାଥିଉ 8:13 - ପବିତ୍ର ବାଇବଲ13 ତା'ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା। Viz kapitolaପବିତ୍ର ବାଇବଲ (Re-edited) - (BSI)13 ଆଉ ଯୀଶୁ ଶତସେନାପତିଙ୍କି କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ଵାସ କରିଅଛ, ତୁମ୍ଭ ପ୍ରତି ସେହିପରି ଘଟୁ। ସେହି ଦଣ୍ତରେ ଦାସଟି ସୁସ୍ଥ ହେଲା। Viz kapitolaଓଡିଆ ବାଇବେଲ13 ଆଉ ଯୀଶୁ ଶତସେନାପତିଙ୍କୁ କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ । ସେହିକ୍ଷଣି ଦାସଟି ସୁସ୍ଥ ହେଲା । Viz kapitolaପବିତ୍ର ବାଇବଲ (CL) NT (BSI)13 ଯୀଶୁ ସେନାପତିଙ୍କୁ କହିଲେ, “ଘରକୁ ଯାଅ। ତୁମେ ଯାହା ବିଶ୍ୱାସ କରୁଛ, ତାହାହିଁ ଘଟିବ।” ଠିକ୍ ସେହି ସମୟରେ ସେନାପତିଙଙ୍କର କର୍ମଚାରୀଟି ସୁସ୍ଥ ହେଇଗଲା। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT13 ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା। Viz kapitola |