ମାଥିଉ 6:27 - ପବିତ୍ର ବାଇବଲ27 ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ। Viz kapitolaପବିତ୍ର ବାଇବଲ (Re-edited) - (BSI)27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ତେ ବୃଦ୍ଧି କରି ପାରେ? Viz kapitolaଓଡିଆ ବାଇବେଲ27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ ? Viz kapitolaପବିତ୍ର ବାଇବଲ (CL) NT (BSI)27 ବଞ୍ଚିବା ପାଇଁ ବ୍ୟସ୍ତ ହେବା ଦ୍ୱାରା ତୁମେ କ’ଣ ନିଜର ପରମାୟୁକୁ ମୁହୂର୍ତ୍ତେ ବଢ଼ାଇ ଦେଇ ପାରିବ? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ? Viz kapitola |