ମାଥିଉ 5:41 - ପବିତ୍ର ବାଇବଲ41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। Viz kapitolaପବିତ୍ର ବାଇବଲ (Re-edited) - (BSI)41 ପୁଣି, ଯେକେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ। Viz kapitolaଓଡିଆ ବାଇବେଲ41 ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ । Viz kapitolaପବିତ୍ର ବାଇବଲ (CL) NT (BSI)41 “ଯଦି ଦେଶ ଅଧିକାର କରିଥିବା ସୈନିକମାନଙ୍କ ମଧ୍ୟରୁ କେହି ତୁମକୁ ତା’ର ବୋଝ ବୋହି ତା’ ସହିତ ଗୋଟିଏ କିଲୋମିଟର୍ ଯିବା ପାଇଁ ବାଧ୍ୟ କରେ, ତୁମେ ଅକୁଣ୍ଠିତ ଚିତ୍ତରେ ତା’ ସହିତ ଦୁଇ କିଲୋମିଟର ଯାଅ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT41 ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ। Viz kapitola |