ମାଥିଉ 27:33 - ପବିତ୍ର ବାଇବଲ33 ସେମାନେ ଗଲ୍ଗଥା ନାମକ ସ୍ଥାନରେ (‘‘ଯାହାର ଅର୍ଥ କପାଳସ୍ଥାନ’’) ପହଞ୍ଚିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)33 ଆଉ, ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍, ଯାହାକୁ କପାଳ ସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ, Viz kapitolaଓଡିଆ ବାଇବେଲ33 ଆଉ, ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ Viz kapitolaପବିତ୍ର ବାଇବଲ (CL) NT (BSI)33 ସେମାନେ ଗଲ୍ଗଥା ନାମକ ଗୋଟିଏ ସ୍ଥାନରେ ପହଞ୍ôଚଲେ। ଗଲ୍ଗଥାର ଅର୍ଥ ଖପୁରୀ ଆକୃତି ସ୍ଥାନ। Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ଆଉ, ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ Viz kapitola |