ମାଥିଉ 26:8 - ପବିତ୍ର ବାଇବଲ8 ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି? Viz kapitolaପବିତ୍ର ବାଇବଲ (Re-edited) - (BSI)8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି? Viz kapitolaଓଡିଆ ବାଇବେଲ8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି ? Viz kapitolaପବିତ୍ର ବାଇବଲ (CL) NT (BSI)8 ଶିଷ୍ୟମାନେ ଏହା ଦେଖି ରାଗିଗଲେ। ସେମାନେ ତାକୁ ପଚାରିଲେ, “ଏତେ ନଷ୍ଟ କଲୁ କାହିଁକି? Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି? Viz kapitola |