ମାଥିଉ 26:66 - ପବିତ୍ର ବାଇବଲ66 ସେମାନେ କହିଲେ, “ସେ ଅପରାଧୀ, ତାହାଙ୍କର ମୃତ୍ୟୁ ହେବା ଉଚିତ୍।” Viz kapitolaପବିତ୍ର ବାଇବଲ (Re-edited) - (BSI)66 ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ତର ଯୋଗ୍ୟ। Viz kapitolaଓଡିଆ ବାଇବେଲ66 ଆପଣମାନଙ୍କର ମତ କ'ଣ ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ । Viz kapitolaପବିତ୍ର ବାଇବଲ (CL) NT (BSI)66 ଏ ବିଷୟରେ ତୁମ୍ଭମାନଙ୍କର ମତ କଅଣ?” ସେମାନେ ଉତ୍ତର ଦେଲେ, “ସେ ଅପରାଧୀ, ସେ ମୃତ୍ୟୁଦଣ୍ଡର ଯୋଗ୍ୟ।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT66 ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ। Viz kapitola |