ମାଥିଉ 26:32 - ପବିତ୍ର ବାଇବଲ32 କିନ୍ତୁ ମୁଁ ପୁଣି ଥରେ ମୃତ୍ୟୁରୁ ପୁନରୁତ୍ଥିତ ହେବି। ତା'ପରେ ମୁଁ ଗାଲିଲୀକୁ ଗ୍ଭଲିଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାକୁ ଯାଇଥିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)32 ମାତ୍ର ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଗାଲିଲୀକି ଯିବି। Viz kapitolaଓଡିଆ ବାଇବେଲ32 ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି । Viz kapitolaପବିତ୍ର ବାଇବଲ (CL) NT (BSI)32 କିନ୍ତୁ ମୁଁ ପୁନରୁତ୍ôଥତ ହେବା ପରେ ତୁମ୍ଭମାନଙ୍କ ଆଗରୁ ଗାଲିଲୀକୁ ଯିବି।” Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT32 ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି।” Viz kapitola |