Online Bible

- Reklamy -




ମାଥିଉ 26:23 - ପବିତ୍ର ବାଇବଲ

23 ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ମୋ’ ସାଙ୍ଗରେ ଗିନାରେ ତା'ର ହାତ ବୁଡ଼ାଇଛି, ସେ ମୋ’ ସହିତ ବିଶ୍ୱାସଘାତକତା କରିବ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

23 ଯୀଶୁ ଉତ୍ତର ଦେଲେ, ଯେ ମୋʼ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁହସ୍ତରେ ସମର୍ପଣ କରିବ।

Viz kapitola kopírovat

ଓଡିଆ ବାଇବେଲ

23 ସେ ଉତ୍ତର ଦେଲେ, ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ ।

Viz kapitola kopírovat

ପବିତ୍ର ବାଇବଲ (CL) NT (BSI)

23 ଯୀଶୁ କହିଲେ, “ଯେ ମୋ’ ସହିତ ଏକାଠି ପାତ୍ରରେ ରୋଟୀ ବୁଡ଼ାଇବ, ସେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେ ଉତ୍ତର ଦେଲେ, “ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।

Viz kapitola kopírovat




ମାଥିଉ 26:23

Následuj nás:

Reklamy


Reklamy